ପ୍ରତିମୁହୂର୍ତ At Every Moment
G
0
Altın Yaprak
ଯାଅ ତୁମେ ତୁମ ରାସ୍ତାରେ,
ଯିବାକୁ ଦିଅ ମତେ ମୋ ରାସ୍ତାରେ।
ରାସ୍ତା ଯେ ଏକ କହିବାକୁ ପଡୁଛି
ମତେ ସମସ୍ତଙ୍କ ଆଗରେ ଏଠାରେ।
କହିବାକୁ ଅଛି ବହୁତ କିଛି,
ହେଉ ନି କହି କିଛି।
ଯାହା ଅଛି ଯାଉଛି ଉଡି ସବୁ ପବନରେ,
ଆଉ ପବନ ଝଲସୁଛି ବନ୍ଦ ଘରେ।
ବନ୍ଦଘରେ ଖେଳୁଛି ପବନ,
ସେଇ ଖେଳରେ ମସ୍ତି ଜୀବନ।
ଜୀବନ ବ୍ୟାପକ ସର୍ବତ୍ର
ପ୍ରେମରେ ପ୍ରୀତିରେ ଉଭୟେ ପ୍ରତିମୁହୂର୍ତ।
English rendering;
Go on your road,
Let me go on my road.
The road is one let me say
Before you all here.
So many things are to say
But unable to say anything.
And everything is there in the air,
And the air is dazzling in closed house.
In closed house the air is playing,
And life is enjoying.
Life is vast everywhere,
In love in affection both at every moment.
Bu şiiri puanla
Henüz puan verilmemiş