ଇଲାକା ଅନ୍ଧାରୀ Dark Area
G
0
Altın Yaprak
ଦୁଆରେ ଛିଡାବାଲା ଦୁଆରୀ,
ହର୍ମିଶା ପରର କ୍ଷତି ଚାହୁଁଥିବା ଲୋକକୁ କଣ କୁହାଯାଏ
କହିବା ହୁଅନ୍ତୁ ପୂଜାରୀ।
ପରର ଖାଇ, ପରର ପିଇ, ପର ଘରେ ରହି,
ପରକୁ ଫଶାଇ ଫାଇଦା ଉଠାଉଥିବା ଲୋକ
ଯଦି କଥା କଥାରେ କିରି କିରି ହସକୁରୀ,
ଶୋଇଥିବା ନିର୍ଦୋଷ ଶିଶୁଙ୍କୁ
ଯିଏ ମାରିବାକୁ ଉଦ୍ୟତ ସଦା
ଉଠିବସି ନ ପାରୁଥିଲେ ବି,
ଆଉ ଘୋଷଣା କରିବାକୁ
ପଛାନ୍ତି ନାହିଁ ବିଜୟୀ,
କହନ୍ତି କଣ ବୁଝାଅ
ଦେଇ ଉଦାହରଣ, କରେଁ ଗୁହାରି ।
ସତମିଛ ପରୀକ୍ଷା ନକରି,
ଏକପାଖିଆ କୁହ ନା କିଛି,
ଆଉ କହୁଛ ଯଦି
କହିବି କଣ ତୁମକୁ
ଏ ଇଲାକା ପୂରା ଅନ୍ଧାରୀ ।
Bu şiiri puanla
Henüz puan verilmemiş