ଇ ମାଏଟ ଉପରେ On This Land
G
0
Altın Yaprak
ଉଡାନ୍ ଛୁ
କିଛୁ ନେଇଁ ଜାନି
ଆରୁ ଜାନୁ ଜାନୁ
ଜଉଛେଁ ମୁଇଁ ମରି
ଇ ମାଏଟ ଉପରେ।
ନେଇଁ ଜାନି କିଛୁ
ଆରୁ ଜାନୁ ଜାନୁ
ଦିନ ଜଉଛେ ହେଇ
ରାଏତ୍।
କିଛୁ ଜାନି ନେଇଁ
ଆରୁ ମୁଇଁ ମୁଇଁ
ବଲୁ ବଲୁ ଗରେଲ ଧୁକା
ଉଡାନ୍ ଛୁ।
ମାତୃଭାଷା ଦିବସ ଉପଲକ୍ଷେ
21/02/2018
Bu şiiri puanla
Henüz puan verilmemiş