ଘରୁ ବିତାଡିତ Drive Out
G
0
Altın Yaprak
ହସ୍ତୀକୁ ଅଙ୍କୁଶ,
ଘୋଡାକୁ ଚାବୁକ,
ଗୋମହିଷାଦିକୁ ଯଷ୍ଟି
ଆଉ ଲଗୁଡ,
ଦୁର୍ଜନକୁ ଖଡ୍ଗ
ମାତୃଭାଷା ବିରୋଧୀକୁ
ଘରୁ ବିତାଡିତ,
ମାତୃଭୂମି ବିରୋଧୀକୁ
ଦେଶାନ୍ତର।
Bu şiiri puanla
Henüz puan verilmemiş