ଘରଭିତରେ In The House
G
0
Altın Yaprak
ସଁକଲି ଆନ ହେ ତରାମାନକେ,
ଚଉତି ଦିଅ ହେ ଚଢେନ୍ ମାନକେ,
ଧୁକାଗରେଲକେ ଲଟକେଇ ଦିଅ ଫୁଲଥି,
ନାଚି ନାଚି ଜଉଥିବା ହେ ଜନ୍ କେ
ଢୁକେଇ ଦିଅ ଘରଭିତରେ।
Bu şiiri puanla
Henüz puan verilmemiş