ସାପର ଅଣ୍ଡା Egg Of A Snake
G
0
Altın Yaprak
1.
କାଁ ହେଲାଯେ
ଖୁଜମି କାହାକେ?
ଖୁଜମି ଭି କେନ?
ଖୁଜିକରି କରମି ବି କାଣା?
କାଣା କଲେ କାଣା ହେବା
ହେଟା ସବୁ ଭି ନାଇଁ ଜାନି।
କାଣା କହୁଛେଁ ଆରୁ ହଉଛେ କାଣା
ଅନୁଭବ କରୁଛେଁ ହେଟାସବୁ
ହରଦିନ ହରପଲ୍ ଇନେ।
କଥା ଶୁନିକରି ମୋର କିଏ
କହୁଛେ ଭୁଷିଦେଇକରି ଛୁରୀ ମାରମି।
ଆରୁ କିଏ କହୁଛେ ଦେ ବନ୍ଦ କରି
କହେବାରଟା, ନେଇଁ ହେଲେ ଦେଖ୍
କେନ୍ତା ହେବୁ ସାମ୍ନାସାମ୍ନି।
ଆଗକେ ଜ କି ପଛକେ
ସମିଆ କହେବା ଅଛେ ଗବାହ।
ଜେନଟା ଅଛେ ହେଟାକେ
ନେଇକରି ଏତକି ଘିଚାଟନା ଅଁଧାର।
2.
ଗୁଟେ ଖାଲର ମଡା
ହେଟା ହେମାନେ,
ନେଇଁ ଯ ପାସକେ।
ଗଲ ବଏଲେ ଦୁରଗଁଧ
ଦୂର କରୁ କରୁ ପଲେଇଯିବା
ଯେତକି ଯାହା ଅଛେ ପାଖେ।
3.
ହେଲେ ବି
ଏଇଟା ଗୋଟେ
ସାପର ଅଣ୍ଡା।
Bu şiiri puanla
Henüz puan verilmemiş