ସାରା ଜୀବନ Entire Life
G
0
Altın Yaprak
1.
କର ନି ଏମିତି କାମ
ଯାହା ପାଇଁ
ପସ୍ତେଇ ହେବ
ସାରା ଜୀବନ।
2.
କିଏ କିଏ ହେବ କବି?
ଡାକରା ପଡୁଛି ଏଠି,
ଆସ ହେରି ଝଅଟ ଝଅଟ।
ହାଜର ଅଛ ଯୋଉ କେଇଜଣ,
ଗଣୁଥାଅ ଦିନ, ଶସ୍ତା ଏଠି ଜୀବନ।
3.
ନମସ୍ତେ
କବି ହେବେ
ଏଠି ପରା ସମସ୍ତେ।
ତାକ୍ ତାକ୍ ଧିନ୍
ଯାହା ପାରୁଛି ଯିଏ
ଯାଉଛି କରି
ନୁହନ୍ତି କେହି ମିନ୍।
କହିଲା
ପୋଜ ନିଆ ସରିଛି
ଏଥର ଖାଅ ପାଁଓଭାଜି।
ହରେକୃଷ୍ଣ ହରେରାମ
ପାଖଣ୍ଡି ଯେତେ ଏଠି ।
କହୁ ନି କଥା
ଖଟୁଛି ଯମ-ଭେଟି।
Bu şiiri puanla
Henüz puan verilmemiş