ହାତୀ Elephant
G
0
Altın Yaprak
ଯେତେ ଯାହା ହେଲେ ବି,
ସତ ହାତୀ ଆଉ
ସିମେଣ୍ଟ ହାତୀ ଫରକ ଅଛି ।
ନୀଳମଣି, କୁହ ତୁମେ କୁହ,
ସତସତିକା ହାତୀ ଦେହରେ
ସାଉଁଳେଇ ଆଣ ଯେବେ ହାତ,
କେତେ ଭୟ କେତେ ଶିହରଣ!
ହାତୀ ମେରା ସାଥୀ
କହିବା ସହଜ,
କହିବା କଥାକୁ ପାଳିବା
କେତେ କଷ୍ଟ
ଜାଣ ତୁମେ, ନୀଳମଣି।
କାହିଁ ଛାଡି ଗଲ ହେ ହାତୀ,
ରଡି ଚିହ୍ଲାଇ ପବନ ଆଉ
ମାଟିକୁ କଂପାଉଥିବା
ସ୍ତ୍ରୀଟିଏକୁ ହୁଏ ନା ସାମ୍ନା କରି
ଏକବାରେ ସତ।
Bu şiiri puanla
Henüz puan verilmemiş