ହାତ ପାଆନ୍ତାରେ ସବୁ What Is Near You
G
0
Altın Yaprak
ହାତ ପାଆନ୍ତାରେ ସବୁ,
ନିଅ।
ଫେରନ୍ତା ପକ୍ଷୀକୁ
କୁହ ନି କିଛି।
ଅସହାୟ ଅନୁଭବ କରିବାର
କାରଣ ନାହିଁ କିଛି।
ପାଖରେ ଅଛି ଯାହା ଯେତେ
ଉପଯୋଗ କରିବା ଇ ବିଧି।
Bu şiiri puanla
Henüz puan verilmemiş