କ୍ଷମାକର Excuse Me
G
0
Altın Yaprak
1
ପାରିବି ନି ଦେଖାଇ
ମୁଁ ମୋର ଭାବନା
କ୍ଷମାକର।
ପାରିବି ନି ଏଠାକାର
ଏ ସଭିଙ୍କୂ କହି
ଦେଖୁଛ ଯେତେ
ସବୁ ବଦମାସ ଚୋର।
ହିସାବ କରୁଛି
ଘଣ୍ଟା କଣ୍ଟା ମିନିଟ,
ଆଉ କହୁଛି ଚାଲ ଆଗେଇ।
କ୍ଷମାକର ଜାଣିନି
ଆଗରେ ପାହାଡ
କି ସମୁଦ୍ର କି
ଆଉ କଣ କେମିତି!
2
ବୁଝି ହେଉ ନି
କଣ ପାଇଁ
ହେଉ ନି ପ୍ରେମ।
ଋତୁକୁ ଋତୁ
ଯାଉଛି ବଦଳି
ରଙ୍ଗରୂପ ଯଦିଓ।
ଅଛି କିଏ
ପରଖିବ ଭାବନା
ଅଛି କିଏ କହିବ
ସବୁ ଶଳେ
ଏମିତି ଭାଇନା!
ଗୋଟେ ବଲି ମା,
ସୁଖର ମୁହୂର୍ତ୍ତ ହରେଇ
ବସିଛି ସ୍ୱପ୍ନା!
Bu şiiri puanla
Henüz puan verilmemiş