କ୍ଷମାକର ବନ୍ଧୁ Excuse Me, Friends
G
0
Altın Yaprak
ବାସି ମଡା,
ଚାରିଆଡକୁ ଖେଳି ଯାଉଛି ଦୁର୍ଗନ୍ଧ।
ଶାଗୁଣା ବିଲୁଆ ପଲ ପଲ।
ମୋର ତ ନେବାର ନାଇଁ
ପଚା ମାଂସ କି ଆଉ କଣ।
ଯିବାର ନାଇଁ ସେଆଡକୁ,
କ୍ଷମାକର ବନ୍ଧୁ।
Bu şiiri puanla
Henüz puan verilmemiş