ମିଛସତ False Truth
G
0
Altın Yaprak
କିଏ କାହାକୁ ବୁଝେ?
ଯିଏ ଯୁଆଡେ ଯାଏ,
ଖଡି ନ ସୁଝେ।
ଭାଙ୍ଗେ ସବୁ ଆକାଶ ସହିତ,
ଭାଙ୍ଗେ ସବୁ ପାପ ପଙ୍କଜ,
ଭାଙ୍ଗେ ସବୁ ଆଉ ନାଚେ
ବାବନାଭୂତ ଭାଙ୍ଗି ମିଛସତ।
ଢାଳେ ଜ୍ଞାନ, ବଖାଣେ
ନିର୍ଗୁଣ ସଗୁଣ,
ମାନେ ନା ଜାତିଅଜାତି,
ଗାଏ ଗୀତ ଠିଆପୁଚି ନାରଙ୍ଗୀ।
ବାରି ଦିଅ ହେ ପାରୁଛ ଯଦି
ଯୁଗଯୁଗର ମଳି ଆଉ
ଦିଅ ଦେଖେଇ କିଏ କୋଉଠି ।
Bu şiiri puanla
Henüz puan verilmemiş