ମିଳିବ ସିଦ୍ଧି Getting Success
G
0
Altın Yaprak
ଫାଶ ପାତିଲେ ନିଶ୍ଚଳ ହୁଏ କି ପବନ,
ବାଲି ପକାଇଲେ ସିନ୍ଧୁ ହୁଏ କି ବନ୍ଧନ- ଅଚ୍ୟୁତାନନ୍ଦ ଦାସ।
ରୋକି ପାରିବ କିଏ କାହାକୁ?
ଯିଏ ଯେମିତି ଯୁଆଡେ ଯାଉଛି ଯାଉ।
ମତି ଜାଣି ଗତି,
ସୁଗତି ହେଉ କି ଦୁର୍ଗତି।
ସମସ୍ତେ ସବୁ ଜାଣନ୍ତି।
ବୁଦ୍ଧି ଲଗାଇ
ଶକ୍ତିକୁ କଲେ ବିନିଯୋଗ
ମିଳିବ ସିଦ୍ଧି।
Bu şiiri puanla
Henüz puan verilmemiş