ଲୋକଙ୍କ ପାଇଁ For The People
G
0
Altın Yaprak
1.
କାର୍ଯ୍ୟ ନ କଲେ
ମାଟିର ଭାଷାରେ ହଟିଯାନ୍ତୁ ।
ଖାଲି କରନ୍ତୁ ଜାଗା ତା ପାଇଁ
ଯିଏ କରିବ ସବୁ କାମ
ଖୁଲୁନଖୁଲା ଲୋକଙ୍କ ଭାଷାରେ
ଲୋକଙ୍କ ପାଇଁ
ଖୋଲା ହୃଦୟରେ।
2.
କାହାର ଟଙ୍କାରେ
ଚାଲିଛି ସରକାର?
କାହାର ଟଙ୍କା ନେଉଛନ୍ତି
ଅଫିସର ଅମଲା
ଲୋକପ୍ରତିନିଧି ମନ୍ତ୍ରୀ
ବିଚାରପତି?
କାର୍ଯ୍ୟ ବେଳକୁ
ଭାଷାରେ କିଆଁ କୁନ୍ଥୁ କୁନ୍ଥୁ?
Bu şiiri puanla
Henüz puan verilmemiş