ବିଦେଶୀ ଭାଷା Foreign Language
G
0
Altın Yaprak
ଯାହା ହେଉ ନ ହେଉ
ଓଡିଶାର ସବୁ ଅଦାଲତରେ
ବିଦେଶୀ ଭାଷା ବ୍ୟବହାର ହିଁ
ଅନ୍ୟାୟ,
ଲୋକ ବିରୋଧୀ
ଏବଂ ଏହା ଆଇନର ବାହାରେ।
ଭାବୁଛି,
ଅନ୍ୟାୟାଳୟକୁ ନ ଯିବା ହିଁ ଭଲ।
Bu şiiri puanla
Henüz puan verilmemiş