ଚକାଜହ୍ନ Full Moon
G
0
Altın Yaprak
ଚେତନ ଅବଚେତନ
ସବୁ ହେଲାବେଳେ ପୂର୍ଣ
ଲାଗୁଛି ସବୁ ଶୂନ୍ୟ ଶୂନ୍ୟ।
ଗଲାବେଳେ କରି କରି ଅନୁମାନ
ସରୁଛି ଦିନମାନ, ଆଉ
ଯେ ଯୁଆଡେ ଚଚଂପଟ
କରିଦେଇ ଭୋଜନ।
ପରସ୍ପର ପରସ୍ପରକୁ
କରି ନିରୀକ୍ଷଣ, ଚକାଜହ୍ନ,
ପାଖରେ ଲାଗି ବତାଉଛି ଜ୍ଞାନ।
ହସ ରସରେ ମନ,
ଖୋଜି ରଖ ଅଣ୍ଡିରା ମାଈ ଚିହ୍ନ।
ଘୋଡା ହୋଇ ଥିଲେ ବି ଚର୍ମ ଲୋମ
ତୁମେ କୋଉଠି ନାହଁ।
Bu şiiri puanla
Henüz puan verilmemiş