ସ୍ୱର୍ଗheaven
G
0
Altın Yaprak
ଅମୃତ ହୁଡିଣ କେହୁ ଭୁଂଡିବ ଗରଳ,
ମଣି ଛାଡି କରିବ କେ ଗଳେ ସର୍ପମାଳ।-ଅଚ୍ୟୁତାନନ୍ଦ।
ନିଜ ମା, ନିଜ ମା-ଭାଷା
ନିଜ ମାଟି ନିଜ ପାଇଁ ସ୍ୱର୍ଗ।
ନିଜର ଥାଉ ଥାଉ
ଯିଏ ଆପଣାଏ ଅନ୍ୟର
ସିଏ ହିଁ ଗଦ୍ଦାର।
Bu şiiri puanla
Henüz puan verilmemiş