ଜଦରଭି ଜରୁରି ନେଇଁ ନ If There Is No Necessity
G
0
Altın Yaprak
ଜଦରଭି ନେଇଁ ଜାନି
କାଣା କଲେ କାଣା ହେସି
ଦେଖ ପରଖ
ଆରୁ ଥ ହୁସିଆର୍
କେତେବେଲେ କାଣା ହେବା
କେନ ପ୍ରତିକ୍ରିୟା ।
ଜଦରଭି ଜରୁରି ନେଇଁ ନ,
ନେଇଁ କହ କିଛି,
କହେଲାଟା ଆରୁ
ନେଇଁ ଆସେ ଫିରି।
ଫିରି ନେଇଁ ଆସଲେ
ସଲଖାବ ଆରୁ କେନ୍ତାକରି।
କେନ କିଏ କାଣା କରବା
କିଏ କହେବା?
ମୁଇଁ ଥାଏଁ ନେଇଁ
ସବୁଦିନେ ଏନ୍ତା ଇନେ।
ମୁଇଁ ନେଇଁ ଥାଏଁ
କହେବାରକାଜେ କେନ କଥା
ଆରୁ କାହାକେ।
ଥାଏଁ ନେଇଁ ମୁଇଁ
କରବାରକାଜେ କିଛୁ ଆରୁ।
ଥିବ ତମେ, ଇନେ, ହେନେ,
ଆରୁ ମୁଇଁ ଥିମି ଜେ
ଦେଖୁଥିମି ହସୁଥିମି ମୁଲ୍ ମୁଲ୍
ଥିମି ନେଇଁ ଥିଲା ବାଗିର,
ନେଇଁ ଥେଁ ଥିଲା ବାଗିର୍ ।
କାଣା କରବ କି କାଣା କହେବ
ଦେଖ ତମରଟା ତମେ।
Bu şiiri puanla
Henüz puan verilmemiş