ଅଗନାଅଗନି ଜଙ୍ଗଲ ଭିତରେ In Dense Forest
G
0
Altın Yaprak
ଅଗନାଅଗନି ଜଙ୍ଗଲ ଭିତରେ
ମୟୂର ନାଚ କିଏ ଦେଖିଛ ହୋ?
ସେଇଟା କଣ କୋଚିର ଟାଟୋ?
ଯା ବେ ଯାଃ, ଆଗାମୀ ଦିପାବଳୀରେ ଆମେ
ପ୍ରସ୍ତୁତ ଅଛୁ ଫୁଟେଇବୁ ଫଟକରା!
In English;
Who has seen
The dance of peacock
In dense forest?
Is that the ink healer
Tattoo of Kochi?
You may go, we are ready to
Play forthcoming deepabali!
Bu şiiri puanla
Henüz puan verilmemiş