ଅଛ ତମେ ସବକର ସଁଗେ ସବୁବେଲେ Always With All
G
0
Altın Yaprak
ନେଇଁ ମର ମରବାର ଆଘୁ
ଆରୁହେଥିର ଲାଗି
ତମକେ ରହେବାରକେ ପଡବା ସତଥି,
ହେଥିରଲାଗି
ତମକେ ବାଁଟବାକେ ପଡବା ଭାବପିରତି,
ଆରୁ ହେଥିରଲାଗି ସଭକେ ସମାନ ଆଖିଥି ଦେଖବାରକେ ପଡବା,
ଆରୁ ହେଥିରଲାଗି ତମକେ କହିଦେବାକେ ପଡବା
ଅଛ ତମେ ସବକର ସଁଗେ ସବୁବେଲେ।
English rendering;
Die not before death,
And for this
You have to stay in truth,
For this,
You have to love all,
And for this you have to
See all in an equal eyes,
And for this you have to say
You are always with all.
Bu şiiri puanla
Henüz puan verilmemiş