ମୋର୍ ଭାଷାରେ In My Language
G
0
Altın Yaprak
1.
ଜେନ୍ଟା ଭାବୁଛେଁ
ହେଟା କହେମି।
ମୋର୍ ଭାଷାରେ କହେଲେ
କହିପାରମି ଠିକ୍।
ଦୁସରା ଭାଷାଥି କହ ବଏଲେ
କହି ହେବା ଠିକ୍
ନେଇଁ ପାରେଁ ଦେଇ
ଗେରେଣ୍ଟି।
ଥ ହେନ ହେନ୍ତି।
2.
ମତେ ନେଇଁ ପଚରେଇ କରି
ମୋର ବିରୋଧରେ କହେବାର ଅଧିକାର
ପାଏଲ କେନୁ?
ମୁଇଁ କଲା କି ଧଲା
କେନ କହେଲା
ଆରୁ ପରଖିଲ କି ନେଇଁ
ଆରୁ କେନ୍ତା କାଣା
ସୁନଲ କାହାରନୁ।
Bu şiiri puanla
Henüz puan verilmemiş