ବିରହ ର ବର୍ଣମାଳା: 04- ସ୍ମୃତି ର ପଞ୍ଜୁରୀ
S
0
Altın Yaprak
ପ୍ରିୟା ମୋର
ବନ୍ଦୀ ତମେ
ମୋ ଇଚ୍ଛା ଓ ଆବେଗ ରେ
ଅହରହ ନିୟନ୍ତ୍ରିତ
ନିବୁଜ ଏ ମନ କୋଠରୀ ରେ ।
ମୋ ଅତୀତ
ଅସ୍ପଷ୍ଟତା ବାଡ ଘେରା,
ଧୂଆଁଳିଆ ରୂପ ପ୍ରତିରୂପମୟ
ମାଟି ରୁ ଆକାଶେ ।।
ମୋ ସ୍ମୃତି ର
ସୀମା ସରହଦେ-
ସ୍ଥାଣୁ ଓ ସୀମିତ।।
Bu şiiri puanla
Henüz puan verilmemiş