ଆଉଥରକେ In The Next Attempt
G
0
Altın Yaprak
1
ତଳ ଉପର ହେବା
ସାଧାରଣ ଏଠି।
ଏଥର ନହେଲା
ଚିନ୍ତା ନାଇଁ
ହେବ ଆଉଥରକେ
କିଛି ଭାବ ନି।
2
ଯୋଉ ଭାଷା ଥାଏ
ପଥର ପାଖରେ
ପୁଂଜି କରି
ଆଗଉଛି।
ଆଉ କାଠ
ଦେଖେ ଯୋଉ ଆଖିରେ
ହୁଏ ନି
ନଜର ଅନ୍ଦାଜ କରି।
ଫୁଟିବାର ନ ଥିଲେ
କଣ ଫୁଟେ!
ମେହେନତି ମଣିଷ
ଯାଏ ନିଜସ୍ବ ଗତିରେ।
Bu şiiri puanla
Henüz puan verilmemiş