ଯୀଶୁଙ୍କ କଥାରେ In The Words Of Jesus
G
0
Altın Yaprak
ଯୀଶୁଙ୍କ କଥାରେ କଥା ମିଶାଇ
କହିବାକୁ ପଡୁଛି ଏମାନଙ୍କୁ ସତରେ
କ୍ଷମାକର, ଏମାନେ କଣ କହୁଛନ୍ତି
ଆଉ କଣ କରୁଛନ୍ତି ଜାଣୁ ନାହାନ୍ତି
ଜାଣି ପାରୁ ନାହାନ୍ତି।
Bu şiiri puanla
Henüz puan verilmemiş