It Looks As If
G
0
Altın Yaprak
It looks as if it is alive,
It looks as if it was alive,
It looks as if it were alive.
It is all poem and poems,
It is all love and love.
And it is also all truth.
Live with it all along, dear.
Love it dear, and stay in peace.
Rendering into Odia language
Script is Brahmi;
ସେ ହୁଏ ତ ବଂଚିଛି, ବଂଚିଲା ଭଳି ଦେଖାଯାଉଛି।
ସେ ହୁଏ ତ ବଂଚିଥିଲା, ସେଭଳି ଦେଖା ଯାଉଛି।
ସେ ପ୍ରକୃତରେ ବଂଚି ନାହିଁ,
ବଂଚିଥିଲେ ଯେପରି ଦେଖା ଯାଇଥାନ୍ତା ସେପରି ଦେଖା ଯାଉଛି।
ଏହା କବିତା ଆଉ ସବୁ କବିତାଗୁଡିକ।
ଏହା ସବୁ ପ୍ରେମ ଆଉ ପ୍ରେମ।
ଆଉ ଏହା ମଧ୍ୟ ସବୁ ସତ୍ୟ।ଏକାକୀ ବଂଚ ସବୁବେଳେ, ପ୍ରିୟ।
ପ୍ରେମ କର ସବୁକୁ ଆଉ ରହ ଶାନ୍ତିରେ।
Bu şiiri puanla
Henüz puan verilmemiş