I Try To Explore The Truthତୁମ ଭିତରର ସତ୍ୟକୁ
G
0
Altın Yaprak
I try to explore
The truth
There in you.
And I see
My poetic device
Is successful.
Actions and reactions,
All I value.
Odia rendering;
ତୁମ ଭିତରର ସତ୍ୟକୁ
ଆଣିବାକୁ ମୁଁ
କରୁଛି ଚେଷ୍ଟା।
ଆଉ ଦେଖୁଛି ମୁଁ
ସଫଳ ମୋ
କବିତା ଅସ୍ତ୍ର।
କ୍ରିୟା ପ୍ରତିକ୍ରିୟାର
ଦିଏଁ ମୁଁ ମୂଲ୍ୟ।
Bu şiiri puanla
Henüz puan verilmemiş