ଭାଷା ସଂସ୍କୃତି Language And Culture
G
0
Altın Yaprak
1.
ଜଦରଭି ଟଁକା ବିଛି
ମଦ ପିଏଇଦେଇକରି
ଏମେଲେ ହେଇଗଲେ
ସୁଧରି ଯାଏତା ମାଟି ମା
ମାତୃଭାଷାର ଅବସଥା
ଆମକେ ଏତକିସେତକି
ଲେଖବାରକେ ନେଇଁ ପଡତା!
2.
ଜେନ ଜିଲ୍ଲାର ଟଙ୍କା
ସେ ଜିଲ୍ଲାର ଭାଷା ସଂସ୍କୃତିର
ବିକାଶ ସହିତ ଉନ୍ନୟନ କାର୍ଯ୍ଯ
କାଁଜେ ନେଇଁ ହେବାର?
ଇଟା ଗୁଟେ ପ୍ରକାର
ଦୁର୍ନୀତି ଆରୁ ଶୋଷଣ ନେଇଁ ସେ!
3.
ଆମର ଇଆଡର ଏମେଲେ
ଏମପିମାନେ କେଭେ ପଚରାଲେ ନ କେଁ
କେନ କେନ ଜିଲ୍ଲାରୁ କେତେ ରାଜସ୍ୱ
ଆଦାୟ ହେଉଛେ ଆରୁ କେନ କେନ
ଜିଲ୍ଲାରେ କାଁଜେ କେତେ ଖର୍ଚ୍ଚା ହେଉଛେ!
4.
ଓଡିଆ ଭାଷା ବ୍ୟବହାର ପାଇଁ
ପ୍ରଶିକ୍ଷଣ ଆବଶ୍ୟକ ଅନୁଭବକରି
କୋଟି କୋଟି ଟିକସଟଙ୍କା
ଖର୍ଚ୍ଚ କରାଯାଉଛି,
ମାତୃଭାଷା ହୋଇଥିଲେ
ଖର୍ଚ୍ଚ ହୋଇ ନ ଥାନ୍ତା ନିଶ୍ଚୟ!
Bu şiiri puanla
Henüz puan verilmemiş