ସତ୍ୟସାମ୍ନାକୁ ଆସୁ Let The Truth Come To Light
G
0
Altın Yaprak
ଭାଷାରେଣୁ ଦେହରେ ଲଗାନ୍ତୁ,
ମାୟା ହଟୁ।
ସର୍ବ ଦୁରିତ କ୍ଷୟ କରନ୍ତୁ,
ମନ ନିର୍ମଳ ହେଉ।
ଭାଷାସେବାରେ ଦିନ ଯାଉ,
ଭଲମନ୍ଦ ଦିଶୁ।
ସତ୍ୟ
ସାମ୍ନାକୁ ଆସୁ।
Bu şiiri puanla
Henüz puan verilmemiş