ବଂଚ ହୋଇ ସିଂହ Live Like A Lion
G
0
Altın Yaprak
"ନିର୍ଲୋଭୀ ଯେ ପରମହଂସ,
ସଙ୍ଗେ ନ କର ଜିଙ୍ଗାସ"
କୋଇଲି
କୋଇଲି ଯଦି
କୁହୁ କୁହୁ ନ କରି
କା କା କରିବ,
କଣ କହିବେ ଆପଣ?
ବିବାହିତା ସତୀ ସ୍ତ୍ରୀକୁ
ଛାଡି ଅନ୍ୟ ବାରବୁଲି
ସହିତ ଶୋଇଲେ
କହିବେ କଣ?
ନିଜ ଘର ଉଜାଡି
ଅନ୍ୟର ଘର ସମୃଦ୍ଧ କଲେ
କହିବେ ନାହିଁ କି
ନମକହାରାମ ।
ବଂଚିବାକୁ ଯଦି ମନ,
ବଂଚ ହୋଇ ସିଂହ ।
Bu şiiri puanla
Henüz puan verilmemiş