କୋଉଠି ପ୍ରେମ Love - Life
G
0
Altın Yaprak
ପ୍ରେମ,
ପ୍ରେମ ବୁଝେ କିଏ?
ବୁଝାଏ ପୁଣି
କିଏ କାହାକୁ କେମିତି।
ପ୍ରେମ ବିନା
କଣ ଜୀବନ ନାହିଁ ।
ପ୍ରେମ କଣ?
କୋଉଠି ପ୍ରେମ?
ବାଇଆ,
ପଚାରିବା ଲୋକ,
ଆଉ ବାଇବା
ଖୋଜିବା ଲୋକ ।
ପ୍ରେମ ମାନେ ନା
ଝଡ ବତାସ,
ପ୍ରେମଝଡକୁ
ପାଏ ନା ନିଃଶ୍ଵାସ ।
Bu şiiri puanla
Henüz puan verilmemiş