ଦିଲ ଚାହିଏ Love Needed
G
0
Altın Yaprak
ଦିଲ୍ ଚାହିଏ
ଗଜାନନ ମିଶ୍ର
ହୃଦୟ ଦରକାର ହୃଦୟ
କୋସଲିରେ କହିଲେ
ଦିଲ୍ ଚାହିଏ ଦିଲ୍।
ଚାହେନା ନେଇଁ
ଆରୁ କିଛୁ, ବୁଝୁଛ ବାବୁ।
ବୁଲବୁଲ ଆଏଲେ ଭି
ପଲାବା ପାଖୁ,
ଠଟେଇ ନେଇଁ ହୁଏ ।
କବିତାର ମାୟାଜାଲେ
ବାଁଧେ ନେଇଁ ମୁଇଁ କାହାକେ!
ସିଧାସଲଖ କଥା କହିକରି
ଖାଡା ରହେମି ବେଲବୁଡାତକ୍ ।
ତମର ତମେ ଜେନଟା
ବୁଝବାରଅଛେ ବୁଝ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
8/11/2019
Bu şiiri puanla
Henüz puan verilmemiş