ବିଶ୍ୱାସର କଥା Matter Of Trust
G
0
Altın Yaprak
ବିଶ୍ୱାସର କଥା,
ଜୀବନର କଥା।
ଜୀବନ ତ ସେଇଠି
ଯୋଉଠି ବିଶ୍ୱାସ।
ବିଶ୍ୱାସକୁ ନିଅ ପବନ
ଆଉ ପବନକୁ ଦେଖ
ଖେଳୁଛି ପାଣି ସହିତ
ଖୋଲା ମନରେ।
ବିଶ୍ୱାସ ତୁଟିଲେ ଥରେ
କିଏ ଆଉ କାହାର ହୋଇ ରହେ?
ଆଉ ବିଶ୍ୱାସ ଥାଏ
କୋଉଠି କେତେବେଳେ?
ବିଶ୍ୱାସ ହଲେ
ଜୀବନ ଦୋହଲେ।
Bu şiiri puanla
Henüz puan verilmemiş