ମା ଭାଷାରେ ଅମୃତ Nectar Is In Mother Language
G
0
Altın Yaprak
ଏକା ଆକାଶ ଦିଶଇ ଦେଖ
ବିଶ୍ୱମୟ-ଅଚ୍ୟୁତାନନ୍ଦ ଦାସ।
ଏକା ମୋ ମା ମୋ ଜଗତ,
ମୋ ମା ଭାଷାରେ ଅମୃତ।
ମା ଶିଖାଇଛି କେମିତି
ଜିତି ହୁଏ ସମସ୍ତ।
ମିତ, ଚିହ୍ନ କୋଉଟା ରକ୍ତ।
ମିତ, ଥାଅ ସଦା ସତ୍ୟ ସଙ୍ଗତ।
କର ନା ଗଣିତ,
ନାହିଁ ସେଠି ଅଚ୍ୟୁତ।
Bu şiiri puanla
Henüz puan verilmemiş