ମା ଭାଷା ଥି In Mother Language

G Gajanan Mishra Gajanan Mishra
0 Altın Yaprak
ମୁଇଁ କହୁଛେଁ ଇଟା ମୋର ମା ଭାଷା ଥି ତୁମକେ, ତୁମେ ନେଇଁ କହି ଦିଅ ନ ଆରୁ କାହାକେ। ମୁଇଁ କହୁଛେଁ ଜେନଟା ହେଟା ସୁନିକରି ତୁମକେ ଜଦର ଭି ବାଧୁଛେ ମୁଇଁ କରମି କାଣା। ତୁମେ ଥ କି ଯ ମୁଇଁ କରମି କାଣା, ସତ୍ ଜେନଟା ହେଟା ତ କହେମି ଏକା ସଭକର ସାମ୍ନେ। ମୋର କଥା ଜଉଛେ କେନୁ କେନଆଡକେ ହେଟା ବୁଝି ପାରଲ ବଏଲେ ହେଟା ହେଲାନ। ମୁଇଁ ମୋରଠାନେ ରହିଛେଁ ତ? ମୁଇଁ ଅଛେଁ ତ ଠିକ୍ ମୋରଠାନେ। ସାବୁନ ସର୍ଫ ଦେଲା ଲୋକକେ ଦଉଛେଁ ତ ଇଜତ ମହତ୍। କହୁଛେଁ ବଲି କହୁଛେଁ ଜେନଟା ସତ୍ ଆରୁ ଜେନଥିରେ ଅଛେ ସଭକର ଫାଏଦା। ଜିବନର କଥା, ଦିନ ପରତିଦିନର କଥା, ଭାବର କଥା, ପିରତିର କଥା ଆରୁ ଆରୁ ସବୁ ସବୁ କଥା, ମତେ କହେବାରକେ ହଉଛେ। ଆରୁ ସେ କଥାମାନକେ ନେଇ କରି ତୁମେ ସୁଧରିଯିବ ମୋର ଆଶ ଅଛେ, ବିଶାସ ଅଛେ।

Bu şiire çeviri ekle ·

Bu şiiri puanla

Henüz puan verilmemiş

Yıldıza dokunarak 1–10 arası puan ver

Yorumlar

Yorum yapmak için giriş yapmalısın.

Giriş yap

Bu şiire henüz yorum yapılmamış. İlk sen ol.

Sana daha iyi bir okuma deneyimi sunabilmek için sitemizde çerez kullanıyoruz. Kişisel verilerin KVKK ve GDPR kapsamında işlenir; hangi çerezlere izin verdiğini dilediğin zaman değiştirebilirsin.