ଆପତ୍ତି ନାହିଁ No Objection
G
0
Altın Yaprak
ପଂଜିକା ପଢି ଜାଣିଲା
କୁହାଗଲା ପଣ୍ଡିତ।
ଦିସ ଦେଟ କହିପାରିଲା
କୁହାଗଲା ସାହେବ।
ଏମିତି ଆମ
ଗାଁ ଲୋକ।
ଦନାରେ ଛାକେ ମଦ ଆଉ
ଫୁଟେ ଝୋଳ,
ବଜାଅ ତେଣିକି
ଖୋଳ।
ଆପତ୍ତି ନାହିଁ କାହାର,
କର ଯାହା କରୁଛ।
Bu şiiri puanla
Henüz puan verilmemiş