ଆନନ୍ଦରେ With Joy
G
0
Altın Yaprak
କାହାର କିଛି
ପାରିବି ନି କରି ସତ୍ୟ।
ପାରିବି ନିଶ୍ଚେ
ନିଜ ପାଟିକୁ କରି ବନ୍ଦ।
ପାରିବି ନି ଦେଖି ଯଦି
ବନ୍ଦ କରିଦେବି ଆଖି
ଆଉ ସୀମା ଲଂଘିଲେ
ଛାଡି ଦେବି ସ୍ଥାନ।
ମୁଁ ମୋର ଥିବି ଆନନ୍ଦରେ
ନ ହୋଇ କୋଉଠି ଲୀନ।
Bu şiiri puanla
Henüz puan verilmemiş