ମୋ ଭାଷାରେ ନାହିଁ Not In My Language
G
0
Altın Yaprak
କ୍ଷୀରରେ ଖାର,
ଗୋରସରେ ଆମିଷ,
କ୍ଷୁଧାର୍ତ୍ତୀକୁ ନାହିଁ ଆହାର,
ଆତ୍ମୀୟ ମିତ ସହିତ କୂଟ,
ପରର ଧନକୁ ଲୋଭ,
ଗନ୍ଧଚନ୍ଦନ ବିଷ,
ଭଗାରି ନିଜ କଙ୍କଣ ନୁପୂର,
ମୋ ଭାଷାରେ ନାହିଁ ଲିଖନ ପଠନ,
କାର୍ଯ୍ୟକାରଣ,
ବିଳାପ ସନ୍ତାପ ଅସମ୍ଭାଳ,
ଜୀଇଁବାଠୁ ମରଣ ଶ୍ରେୟସ୍କର,
ଜୀବନ ଅସାର।
Bu şiiri puanla
Henüz puan verilmemiş