ମୋ କବିତା -01 (My Poem-01/ Odia Poem)
S
0
Altın Yaprak
କିଛି ଅକ୍ଷର...
କିଛି ରକ୍ତ....
ଭରା ଅନ୍ତର...
ଲୁହ ସିକ୍ତ....,
ଶୂନ୍ୟ ଆକାଶ...
ଏ ସମୟ-
ସୁପ୍ତ, ଜୀବନ...
ବିଷମୟ..।।
Bu şiiri puanla
Henüz puan verilmemiş