ନେଇଁ ଜାନି Not Known
G
0
Altın Yaprak
1-
କେନ୍ କାଟଲା ଗଛ ଆମର୍,
ବୁହିନେଲା କେନ୍ ଆମର୍ ପାହାଡପଖନ,
କଟାକଙ୍କଡା ଖାଏଲା କେନ୍,
ଆରୁ ପି'ଲା ଧରତି ମା ଥନୁ ଦୁଧ,
ସବୁ ଶୁଖଲା ଏଖେନ୍।
2.
ଇ ଗିତ୍ ଇ ସଙ୍ଗିତ୍ ଇ ପରବ,
ନେଇଁ ନ ଆବେଗ କେହେନସିନେ।
ସବୁଠାନେ ଭୁତ୍ ପେତେନ୍।
ଜାନି ବେହୋସ୍, ଚାଠାବୁଠା ସବୁଠାନେ।
ସପନ, ଜନ୍ ଆରୁ ନେଇନେ।
3.
ମୁର୍ଦାର ପୁଡା ନିହେ ସରେ,
ସରଲିଉତାରୁ ଜିମୁ ଗାଧିଗୁଧାକରି
ସଲଖାବାର କାଜେ ବାଙ୍କଟାଙ୍କ
ଜେନଜେନ୍ଟା ହେଇଛେ।
ରହ ଟିକେ ହେଠାନେ
ଏତକିରି କରବା ନେଇଁ ଜାନିଥେଇ ।
Bu şiiri puanla
Henüz puan verilmemiş