ନେଇଁ ଭାବ ଜିବନ୍ ବୋର୍ Think Not Life Bored
G
0
Altın Yaprak
କାଏଁ ଫାଏଦା
ଲଭାଁ ସୁରତା!
ଜେନଟା ଜେନ୍ତେହି
ଗୁଲଗୁଲା ଇ ବାହି।
ନେଇଁ କହେଲେ ନେଇଁ
ଗୁଲେଟମରା ଠୁକୁଛେ ନେଇଁ।
ଗିତଗୁଆ ମଚାସୁଆ
ସଫା ବିପଦିଆ।
ମରନଡଁଗା ଉପରେ
ଚଖନା ବଡାମିଠା।
ଉଦକିଲା ଡେଗଲା
ହେଟା କେଁ ପିଲା।
ନେଇଁ କର ସୋର୍
ନେଇଁ ଭାବ ଜିବନ୍ ବୋର୍।
Bu şiiri puanla
Henüz puan verilmemiş