କହୁ ନି କେହି ବି (Odia)
G
0
Altın Yaprak
କହୁ ନି କେହି ବି
ମଣିଷଟିଏ ହେବ ସିଏ।
ମଣିଷଟିଏ ହେବାକୁ
କରିବାକୁ ହେବ କଣ
ଚାହୁଁ ନି କେହି କରିବାକୁ।
ମରୁ ନି କେହି
ଜାଣନ୍ତି ସମସ୍ତେ
ତଥାପି ସମସ୍ତେ
ମରୁଛନ୍ତି ଭୟରେ।
ରାତିଦିନ କାନ୍ଦନ୍ତି
ବିନା କାରଣରେ
ହସ ବୋଲି ଜିନିଷଟେ ଅଛି
ଆଉ ତାକୁ ଦେବା କଥା ସମ୍ମାନ
ଭୁଲୁଛନ୍ତି ସମସ୍ତେ।
Bu şiiri puanla
Henüz puan verilmemiş