କବି ଓ କବିତା Poet And Poems
G
0
Altın Yaprak
କବି ପାଏ ଶକ୍ତି କବିତାଠାରୁ
ଗଜାନନ ମିଶ୍ର
କବିତାଠାରୁ
ପାଏ ଶକ୍ତି
କବି।
ଶକ୍ତି - କବିତା,
କବି ମଂଚରେ ଠିଆ।
କିଏ ଲଢିବ ଆସ,
କିଏ ଦେଖିବ ଦୃଶ୍ୟ!
ସୂର୍ଯ୍ୟ ଆଉ
ସୂର୍ଯ୍ୟରଶ୍ମି ପରି
କବି ଆଉ କବିତା।
ଯାଅ ନା, କବି ପାଖକୁ ସିଧା,
ଯାଅ ନା ମନ୍ଦମତି ନେଇ,
ଯିବ ଜଳି।
ସବୁଆଡକୁ ଦୃଷ୍ଟି
ଥାଏ କବିଠି।
ସାରା ଜଗତ ପାଇଁ
କବି।
ପଚାରେ କେବଳ କବି
ତୁମେ କିଏ କି!
ଯିଏ ବି ହୁଅ ଏଠି!
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/10/2019
Bu şiiri puanla
Henüz puan verilmemiş