ନୁନ୍ Salt
G
0
Altın Yaprak
ଗୁଟେ ଆକାଶର କଥା,
କେନ୍ତା କରି ଜାନବା
ଆରୁଗୁଟେ ଆକାଶ।
ଆରୁ ଜେନଟା
ନେଇ ଜାନେ
ହେତାର ଉପରେ କହେଲେ
କିଏ କେନ୍ତା ବୁଝବା!
ଆକାଶରେ ଅଛନ୍
କି ଥିସନ ଭାଏଲ
ଚେରେ ଚିରଗୁନ୍।
ହେଟା ହେନ୍ତା ନ
ଯେନ୍ତା ମାଗସ ତୁମେ
ଲାଗିଥିଲେ ଭି
ଦିଅ ଆରୁ ଟିକେ ନୁନ୍।
Bu şiiri puanla
Henüz puan verilmemiş