ଚାକର Servant
G
0
Altın Yaprak
ଚାକର ହୋଇ ରହିବା ଛଡା ଆଉ କଣ ଅଛି ଗତି!
ବ୍ୟବସ୍ଥା ଶିକ୍ଷା ମାନସିକତା ସବୁ ସବୁ ହୋଇ ସାରିଛି
ଚାକର ଭାବରେ ରହିବା ପାଇଁ।
ପଚାର ନି କଣ କରିବା ଏବେ ଆମେ ଗୋସେଇଁ।
କାହାର ନା କାହାର ହେବାକୁ ପଡିବ ଚାକର
ପେଟ ପାଇଁ ନାଟ ପାଇଁ।
ମାରଗୁଲି ଆଉ ସବୁ
ସ୍ୱାଭିମାନ ଅଭିମାନ ସମ୍ମାନ।
Bu şiiri puanla
Henüz puan verilmemiş