ସେବା Service
G
0
Altın Yaprak
ସେବା କଣ, ପଚାରିଲା ନାରଣ।
କହି ହେଲା କି
ଭାରତୀୟ ସେବା,
ଓଡିଶା ସେବା।
ମୁଁ ନ କହି ପାରିବାବେଳେ
କହିଲା ଆରାମଅୟସ,
ସେବାକୁ ଅପମାନ ସାର୍।
ଏସବୁକୁ ଦୂରୁ ଜୁହାର।
Bu şiiri puanla
Henüz puan verilmemiş