ରହି ଏଇଠି Staying Here
G
0
Altın Yaprak
ସଂପର୍କ
ଗଜାନନ ମିଶ୍ର
ଘନିଷ୍ଠ ସଂପର୍କ
କାହା ସହିତ କାହାର?
ନିର୍ଲିପ୍ତ ନିର୍ବିକାର
କୋଉଠି ମତାମତ?
କାର୍ଯ୍ୟ ସ୍ୱାର୍ଥରହିତ
କରୁଛି କିଏ?
ଯାଉ ଯାଉ ପୁଣି
କରୁଛି କଣ ରହି ଏଇଠି?
ତପୋବନ, ଟିଟିଲାଗଡ, ବଲାଙ୍ଗିର
21/10/2019
Bu şiiri puanla
Henüz puan verilmemiş