କହିପାରେଁ ତଥାପି Still I Can Say
G
0
Altın Yaprak
କାଟିଦେଲେ ଗାର ପାଣିରେ
ପାଣି ଛିଡିବ କି?
ନିନ୍ଦାଗର୍ବ ଥିଲେ ବି
ଯେତେ ତୁମଠି
ଯିବି ସବୁ ମୁଁ ସହି।
ମୁଁ ସାମନ୍ତ
ଭାବି ନି ଏମନ୍ତ।
ଜ୍ଞାନ ଧର୍ମ ବି
ନାହିଁ ମୋର।
କହିପାରେଁ ତଥାପି
ଯିବ ଏଠୁ କଣ କଲେ
ଅନ୍ଧାର।
ଆଉ ଯଦି ରହିଲା
ସନ୍ଦେହ, ପଚାରିପାର।
Bu şiiri puanla
Henüz puan verilmemiş