ଆଖି The Eyes
G
0
Altın Yaprak
ଆଖି ।
ସବୁ ଦେଖୁଛି ଆଖି ।
ଆଖି ବଦଳରେ କିନ୍ତୁ
ଆବଶ୍ୟକ ନାହିଁ ଆଖି ।
ଆଖି ।
କାହାର କେମିତି ଆଖି
କହିବାକୁ କି ଶୁଣିବାକୁ
ନାହାନ୍ତି କେହି ।
ଆଖି ।
ସବୁବେଳେ ସୁନ୍ଦର
ଏମିତି ମାନେ ନାହିଁ ।
ଆଖି ।
ଯୁଆଡକୁ ଯେମିତି ଚାହିଁଲେ ବି
ଉଦ୍ଦେଶ୍ୟ ଯାଉଛି ଧରାପଡି ।
ଆଖି ।
ଅପରିହାର୍ଯ୍ୟ ଜୀବନ ପାଇଁ ।
Bu şiiri puanla
Henüz puan verilmemiş