ପାନ୍ଥଶାଳା-005 (Pantha Shala-05/Odia Poem)
S
0
Altın Yaprak
ଆଖି ରେ ଆଖି ରେ
କହୁଥିଲ କଥା
ବଢାଇ ଛାତି ରେ ତାତି,
ଓଠ ରେ ଓଠ ରେ
ହରୁଥିଲ ବ୍ୟଥା
ଭରି ମିଠା ମିଠା ଗୀତି,
ବାହୁ ର ଡୋର ରେ
ହଜିବା ରେ ଥିଲା
ଅନ୍ତରଂଗ ଦୁର୍ବଳତା-
ଏ ଟିକି ଦୂରତା
କାଳ ହେଲା ସତେ
ପାନ୍ଥଶାଳା ହେଲା ଚିତା?
Bu şiiri puanla
Henüz puan verilmemiş