ସମୁଦ୍ର ଆଉ କବି The Ocean And The Poet
G
0
Altın Yaprak
ସମୁଦ୍ର ଆଉ କବି ଏକାଠି।
ଭୟ କରେଁ ମୁଁ ସମୁଦ୍ରକୁ,
ଭୟ କରେଁ କବିକୁ।
କଣ ନାଇଁ କଣ
ଅଛି ସମୁଦ୍ରରେ।
କଣ ନାଇଁ କଣ କହେ କବି।
କବିକୁ ସମୁଦ୍ରକୁ
ବୁଝିବାର ଶକ୍ତି ନାହିଁ
ମୋ ପାଖରେ।
କବି ହିଁ ବୁଝେ ମତେ।
ଆଉ ମୁଁ ହଜେଁ ସମୁଦ୍ରରେ।
Bu şiiri puanla
Henüz puan verilmemiş